Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଉପନିର୍ବାଚନର ଶେଷ ଦିନରେ ନୂଆପଡ଼ାରେ ବିଜେପି (ଭାରତୀୟ ଜନତା ପାର୍ଟି) ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ବିଜେପି ସରକାର ଯେଉଁସବୁ…
