ସାମ୍ବାଦିକ ଓ ପୋଲିସଙ୍କର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ; ପୋଲିସ ଏକାଦଶ ବିଜୟୀ

ରଣପୁର,୨୮/୧୨ (ଆମ ସରକାର): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆ ଖଣ୍ଡ ପଞ୍ଚାୟତ ଅଧିନସ୍ଥ ଗୋଡ଼ି ପୋଖରୀ ଖେଳ ପଡିଆରେ ଓ ଏନ ଜି କ୍ରିକେଟ କ୍ଲବ ଆନୁକୁଲ୍ୟରେ…

୧୯୮୯ ମ୍ୟାଟ୍ରିକ ବ୍ୟାଚର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁମିଳନ

ରାଜସୁନାଖଳା, ୨୮/୧୨ (ଆମ ସରକାର): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭୂଦତ୍ତ ପ୍ରଧାନଙ୍କ ଆବାହକତ୍ୱରେ ୧୯୮୯ ମସିହା ମ୍ୟାଟ୍ରିକ…

ନନ୍ଦିଘୋଷ ଭବନରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ସିଲଭର ଜୁବୁଲି

ବୋଲଗଡ଼,୨୮/୧୨ (ଆମ ସରକାର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନନ୍ଦୀଘୋଷ ଭବନ ପରିସରରେ ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟ  ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ସିଲଭର…

ସାମ୍ବାଦିକ ସଂଘ ରାଜସୁନାଖଳାର ନୂତନ କର୍ମକର୍ତ୍ତା ଚୟନ: ଜିତେନ୍ଦ୍ର ହେଲେ ନୂତନ ସଭାପତି

ନୟାଗଡ଼,୨୪/୧୨ ( ଆମ ସରକାର ): ସାମ୍ବାଦିକ ସଂଘ ରାଜସୁନାଖଳାର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ…

ନାବାଳିକା ଗଣବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ ପାଖରେ ପୋଲିସ ଅପହଞ୍ଚ

ଭୁବନେଶ୍ୱର (ଆମ ସରକାର):- ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ ପଠାରେ ଗତ ୧୦ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଗଣଦୁର୍‌ଷ୍କମ କରାଯାଇଥିଲା ।…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ।ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ

ନୂଆଦିଲ୍ଲୀ (ଆମ ସରକାର):- ନୂଆଦିଲ୍ଲୀରେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସୌଜନ୍ୟ…

ପୀତବାସ ପଣ୍ଡା ହତ୍ୟା ଘଟଣା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଖାରଜ

ଭୁବନେଶ୍ୱର (ଆମ ସରକାର ):- ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କ ଜାମିନ…

ବୋଲଗଡ଼ ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ

ବୋଲଗଡ (ଆମ ସରକାର ):- ବୋଲଗଡ ଥାନାରେ ନୂତନ ଥାନା ନିରୀକ୍ଷକ ଭାବରେ ସୁକାନ୍ତ କୁମାର ଦଳେଇ ସୋମବାର ସନ୍ଧ୍ୟାରେ ଯୋଗଦେଇଛନ୍ତି. ଥାନା ପକ୍ଷରୁ ଶ୍ରୀ ଦଳେଇଙ୍କୁ…

ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା: ୬,୨୬୩ କୋଟି ନିବେଶର ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର (ଆମ ସରକାର ):-ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଛନ୍ତି ଯେ ଫାର୍ମା ଶିଳ୍ପର ଦ୍ରୁତ ବିକାଶ ପାଇଁ ରାଜ୍ୟ ସରକାର ନିବେଶକଙ୍କୁ ସମସ୍ତ ପ୍ରକାରର ନୀତିଗତ ସହାୟତା, ଉନ୍ନତ…

ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂସଦଙ୍କ ଖେଳ ମହୋତ୍ସବର ଅଷ୍ଟମ ଦିବସ

ଭାପୁର, ୧୦/୧୨(ଜ୍ୟୋତିରଞ୍ଜନ ମହାରଣା):-  କଟକ ଲୋକସଭା ଅନ୍ତର୍ଗତ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସାଂସଦ ଖେଳ ମହୋତ୍ସହ ଭାପୁର ବ୍ଲକ ବାଇଗୁଣିଆ ଗ୍ରାମସ୍ଥିତ ଉଚ୍ଚ ବିଦ୍ୟାଳୟ…

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ : ପୁରସ୍କାର ପ୍ରାପ୍ତ ଉପନ୍ୟାସ ଓ ଗବେଷଣାତ୍ମକ ପୁସ୍ତକର ଚାହିଦା ବଢୁଛି

ଭୁବନେଶ୍ୱର,(ଆମ ସରକାର ):- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ…

ଆଉ ଦିନକ ପରେ ରାଜସୁନାଖଳା କାଉଁରୀ ମହୋତ୍ସବ : ଉଦଘାଟନ କରିବେ ବିଧାନସଭା ବାଚସ୍ପତି

ନୟାଗଡ଼ (ଆମ ସରକାର):-  ରାଜସୁନାଖଳା ପଞ୍ଚାୟତ ପରିସରରେ ରାଜସୁନାଖଳା ମହୋତ୍ସବ କାଉଁରୀ 2025 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ…