୧୯୮୯ ମ୍ୟାଟ୍ରିକ ବ୍ୟାଚର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁମିଳନ

Spread the love

ରାଜସୁନାଖଳା, ୨୮/୧୨ (ଆମ ସରକାର): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭୂଦତ୍ତ ପ୍ରଧାନଙ୍କ ଆବାହକତ୍ୱରେ ୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ସମ୍ବର୍ଦ୍ଧନା ସମାରୋହ ଓ ବାର୍ଷିକ ବନ୍ଧୁମିଳନ ୨୦୨୫ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ଷଢଙ୍ଗୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜଗନ୍ନାଥ ସାହୁ ,ସୋମନାଥ ପ୍ରଧାନ, ଗୋପୀନାଥ ଖାଡ଼ଙ୍ଗା , ମହେନ୍ଦ୍ର କର , ନିତ୍ୟାନନ୍ଦ ପଣ୍ଡା , ଜଟାଧାରି ଚିନ୍ନରା, ଜଳଧର ମହାନ୍ତି , ଶରତ କୁମାର ନାୟକ, ବଟକୃଷ୍ଣ ବେହେଏଥି ସହିତ ସମସ୍ତ ଛାତ୍ରଛାତ୍ରୀ  ଉନ୍ନତି କରନ୍ତୁ ବୋଲି ସମସ୍ତ ଶିକ୍ଷକ ଆଶୀର୍ବାଦ ଦେଇ ଥିଲେ। ଏହି ଅବସରରେ ୩୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଅତ୍ୟନ୍ତ ଉତ୍ସାହିତ ଓ ଆନନ୍ଦିତ ହୋଇଥିଲେ। ଏବଂ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ସ୍କୁଲ ସମୟର ସେହି ପୁରୁଣା ସମୟକୁ ମନ ପକାଇ ଥିଲେ । ପ୍ରଭାକର ମିଶ୍ର ଓ ଅନାମିକା ପାଣିଗ୍ରାହୀ ମଞ୍ଚ ପରିଚାଳନା କରି ଥିବା ବେଳେ ବୈଦ୍ୟନାଥ ପଟ୍ଟଯୋଶୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ରା , ମହମ୍ମଦ ଜାହିରୁଦିନ ଖାଁ , ହରିହର ତ୍ରିପାଠୀ , ସ୍ୱର୍ଣାଲତା ପରିଡ଼ା ପ୍ରମୁଖ ବିଦ୍ୟାଳୟର ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ, ଦୀପ ଓ ଧୂପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନପତ୍ର ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ।

ଏଥି ସହିତ ସମସ୍ତ ଛାତ୍ରଛାତ୍ରୀ  ଉନ୍ନତି କରନ୍ତୁ ବୋଲି ସମସ୍ତ ଶିକ୍ଷକ ଆଶୀର୍ବାଦ ଦେଇ ଥିଲେ। ଏହି ଅବସରରେ ୩୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଅତ୍ୟନ୍ତ ଉତ୍ସାହିତ ଓ ଆନନ୍ଦିତ ହୋଇଥିଲେ। ଏବଂ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ସ୍କୁଲ ସମୟର ସେହି ପୁରୁଣା ସମୟକୁ ମନ ପକାଇ ଥିଲେ । ପ୍ରଭାକର ମିଶ୍ର ଓ ଅନାମିକା ପାଣିଗ୍ରାହୀ ମଞ୍ଚ ପରିଚାଳନା କରି ଥିବା ବେଳେ ବୈଦ୍ୟନାଥ ପଟ୍ଟଯୋଶୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *