Earthquake : ଜାପାନରେ ୬.୭ ତୀବ୍ରତାର ଭୂମିକମ୍ପ, ସୁନାମି ସତର୍କତା ଜାରି

ରବିବାର ସନ୍ଧ୍ୟାରେ ଉତ୍ତର ଜାପାନ (Japan)ରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ଏହା ପରେ ମଧ୍ୟ ଅନେକ ଥର କମ୍ପନ ଅନୁଭୂତ ହୋଇଥିଲା।…

Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଉପନିର୍ବାଚନର ଶେଷ ଦିନରେ ନୂଆପଡ଼ାରେ ବିଜେପି (ଭାରତୀୟ ଜନତା ପାର୍ଟି) ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ବିଜେପି ସରକାର ଯେଉଁସବୁ…

3 ISIS terrorists arrested in Gujarat: ଦେଶରେ ବଡ଼ ଆକ୍ରମଣ ଷଡ୍‌ଯନ୍ତ୍ର ପଣ୍ଡ: ବିଷ ଧରି ବୁଲୁଥିଲେ ଆତଙ୍କୀ, ୩ ଆଇଏସ୍‌ ଆତଙ୍କବାଦୀ ଗୁଜରାଟରୁ ଗିରଫ

ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ଜଣେ ଡାକ୍ତରଙ୍କ ସମେତ ତିନି ଜଣ ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ…

Sunil Gavaskar: କିଛି ନିର୍ଲଜ୍ଜ ଲୋକ ପୁରସ୍କାର ରାଶି ଦେବାକୁ କହି ଠକିଦେବେ, ମନ ଦୁଃଖ କରିବନି; ମହିଳା କ୍ରିକେଟ ଟିମକୁ ‌ଚେତାଇଲେ ସୁନୀଲ

ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ପରାସ୍ତ କରି ପ୍ରଥମ ବିଶ୍ୱକପ୍ ଟାଇଟଲ୍ ଜିତି…

Assembly Winter Session: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ

ଚଳିତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ଏନେଇ ରାଜ୍ୟ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ବିଧାନସଭାର…

CM Yogi’s Big Announcement: UPର ସବୁ ସ୍କୁଲରେ ‘ବନ୍ଦେ ମାତରମ୍’ ପାଠ କରିବେ ଛାତ୍ରଛାତ୍ରୀ: CM ଯୋଗୀ

ବାଧ୍ୟତାମୂଳକ ହେଲା ‘ବନ୍ଦେ ମାତରମ୍’ ପାଠ କରିବା। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ଗୋରଖପୁରରେ ଏକ ‘ଏକତା ଯାତ୍ରା’ (ଏକତା ମାର୍ଚ୍ଚ) କାର୍ଯ୍ୟକ୍ରମରେ…