ବୋଲଗଡ଼ ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ

Spread the love

ବୋଲଗଡ (ଆମ ସରକାର ):- ବୋଲଗଡ ଥାନାରେ ନୂତନ ଥାନା ନିରୀକ୍ଷକ ଭାବରେ ସୁକାନ୍ତ କୁମାର ଦଳେଇ ସୋମବାର ସନ୍ଧ୍ୟାରେ ଯୋଗଦେଇଛନ୍ତି. ଥାନା ପକ୍ଷରୁ ଶ୍ରୀ ଦଳେଇଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଛି. ଏସଆଇ ହାଡୁବନ୍ଧୁ ଦାଶ ଏଏସ ଆଇ ଉମାକାନ୍ତ ନାୟକ ଯଶୋଦା ଦେଇ ବାବୁଲା ମଲିକ ମନୋଜ ପଣ୍ଡା ସରିଫ ଖାନ ଅରୁଣ ପ୍ରହରାଜ ପ୍ରମୁଖ ସ୍ୱାଗତ କରିଛନ୍ତି।

ସେହିପରି ବହୁ ସାମ୍ବାଦିକ ବୁଦ୍ଧିଜୀବୀ ମଧ୍ୟ ସ୍ୱାଗତ କରିଛନ୍ତି. ବୋଲଗଡ ରେ ନିଶା କାରବାର ଗୋଚାଲାଣ ଓ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ପୂର୍ବତନ ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଙ୍କୁ ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟ କୁ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *