Pritishree Nayak

Pritishree Nayak

ଭାରତ ବିରୋଧୀ ଷଡ଼ଯନ୍ତ୍ରକାରୀକୁ ମୁକ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ କୂଟନୈତିକ ଶରଣ ଦେବା ଘଟଣାକୁ ସହ୍ୟ କରିପାରୁ ନଥିବା ମହମ୍ମଦ ୟୁନୁସ ସରକାର ଭାରତ ବିରୋଧୀ ଆଭିମୁଖ୍ୟ ଆପଣାଇଛି।...

ଅଲ୍ଲୁଙ୍କୁ ଜେରା, ବାଉନ୍ସର ଗିରଫ

ଅଲ୍ଲୁଙ୍କୁ ଜେରା, ବାଉନ୍ସର ଗିରଫ

ହାଇଦରାବାଦ: ଆଇନର ଅର୍ଗଳିରେ ଛନ୍ଦି ହୋଇପଡିଲେଣି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତୁଟୁନି ସନ୍ଧ୍ୟା ଥିଏଟର ଦଳାଚକଟା ମୃତ୍ୟୁ ମାମଲା । ମଙ୍ଗଳବାର ଅଲ୍ଲୁଙ୍କୁ ୪ ଘଣ୍ଟା ଧରି...

ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାକୁ କଂଗ୍ରେସର ବିରୋଧ

ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ଜାତୀୟ ମାନବାଧିକାର କମିଶନ ବା ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ଓ ଏହାର ସଦସ୍ୟ ନିଯୁକ୍ତି ପ୍ରକ୍ରିୟାକୁ କଂଗ୍ରେସ ବିରୋଧ କରିଛି। ଏହାର ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ...

କମୁଛି ଲୁଣା ଜଙ୍ଗଲ, ଘାରୁଛି ବାତ୍ୟା ଭୟ

କମୁଛି ଲୁଣା ଜଙ୍ଗଲ, ଘାରୁଛି ବାତ୍ୟା ଭୟ

ଭୁବନେଶ୍ବର: ବାତ୍ୟାର ମୁହାଣ ପାଲଟିଥିବା ଓଡ଼ିଶାକୁ ପ୍ରକୃତିର କୋପରୁ ରକ୍ଷା କରିବାରେ ଉପକୂଳ ଓଡ଼ିଶାରେ ଲୁଣା ଜଙ୍ଗଲ ଅତ୍ୟନ୍ତ ଜରୁରୀ ା ବାତ୍ୟାର ପ୍ରଭାବ ରୋକିବାରେ ଲୁଣା...

ଫିଲ୍ମନିର୍ମାତା ଶ୍ୟାମ ବେନେଗଲଙ୍କ ପରଲୋକ

ଫିଲ୍ମନିର୍ମାତା ଶ୍ୟାମ ବେନେଗଲଙ୍କ ପରଲୋକ

ମୁମ୍ବାଇ:  ଭାରତୀୟ ଚଳଚ୍ଚିତ୍ର ଜଗତରେ ଅବିସ୍ମରଣୀୟ ଯୋଗଦାନ ପୂର୍ବକ ଇତିହାସ ସୃଷ୍ଟି କରିଥିବା ବର୍ଷୀୟାନ ଫିଲ୍ମନିର୍ମାତା ଶ୍ୟାମ ବେନେଗଲଙ୍କର ସୋମବାର ପରଲୋକ ଘଟିଛି। ୯୦ ବର୍ଷ ବୟସରେ...

ଦେଶବ୍ୟାପୀ ରୋଜଗାର ମେଳା ଅନୁଷ୍ଠିତ: ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ

ଦେଶବ୍ୟାପୀ ରୋଜଗାର ମେଳା ଅନୁଷ୍ଠିତ: ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ୪୫ଟି ସ୍ଥାନରେ ସୋମବାର ଅନୁଷ୍ଠିତ ରୋଜଗାର ମେଳାରେ ୭୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସାଂସଦଙ୍କୁ ଧକ୍କା ଅଭିଯୋଗକୁ ରାହୁଲଙ୍କ ଅସ୍ବୀକାର

ସାଂସଦ ପ୍ରତାପ ଷଡ଼ଙ୍ଗୀ କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ଘଟଣାର ୫ ଦିନ ପରେ ବି ସୁସ୍ଥ ହୋଇ ନାହାନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକାଶ ରାଜପୁତ। ସୋମବାର ସେମାନଙ୍କୁ...

ପାସ୍ ନ କଲେ ଉପର ଶ୍ରେଣୀକୁ ଯିବେନି : ସରକାରୀ ସ୍କୁଲର ପଞ୍ଚମ, ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ

ନୂଆଦିଲ୍ଲୀ: ଏଣିକି ପାସ୍‌ ନ କଲେ ଉପର ଶ୍ରେଣୀକୁ ଯିବେ ନାହିଁ ସରକାରୀ ସ୍କୁଲଗୁଡିକର ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। ବାର୍ଷିକ ପରୀକ୍ଷାରେ ଅସଫଳ ହେଲେ...

ଭି. ରାମସୁବ୍ରମଣ୍ୟମ ନୂଆ ଏନଏଚଆରସି ଅଧ୍ୟକ୍ଷ

ଭି. ରାମସୁବ୍ରମଣ୍ୟମ ନୂଆ ଏନଏଚଆରସି ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି. ରାମସୁବ୍ରମଣ୍ୟମଙ୍କୁ ସୋମବାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କମିଶନ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ଗଠିତ...

ହସୀନାଙ୍କ ପ୍ରତ୍ୟର୍ପଣ ଦାବି କଲା ବାଂଲାଦେଶ

ହସୀନାଙ୍କ ପ୍ରତ୍ୟର୍ପଣ ଦାବି କଲା ବାଂଲାଦେଶ

ଢାକା: ଭାରତରେ କୂଟନୈତିକ ଶରଣ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନାଙ୍କ ପ୍ରତ୍ୟର୍ପଣ ଚାହୁଁଛି ଢାକା। ହିନ୍ଦୁଙ୍କ ବିରୋଧରେ ହିଂସାକୁ ନେଇ ନିଷ୍କ୍ରିୟତା ଅବଲମ୍ବନ କରିଥିବା...

Page 8 of 16 1 7 8 9 16
  • Trending
  • Comments
  • Latest

Recent News

Welcome Back!

Login to your account below

Retrieve your password

Please enter your username or email address to reset your password.

Breaking