Tag: economy

ବିକ୍ଷୋଭ ପାଇଁ ଦୈନିକ ୧୯୦ ବିଲିୟନ ଟଙ୍କାର କ୍ଷତି ସହୁଛି ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନରେ ରାଜନୈତିକ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଦୈନିକ ୧୯୦ ବିଲିୟନ ଟଙ୍କାର କ୍ଷତି ସହୁଛି ଦେଶ । ଏହି କ୍ଷତିକୁ ଏଡ଼ାଇବା ପାଇଁ ...

Read more

କମର୍ସିଆଲ ଏଲିପିଜି ସିଲିଣ୍ଡର ଦରରେ ପୁଣି ବୃଦ୍ଧି

କମର୍ସିଆଲ ଏଲିପିଜି ସିଲିଣ୍ଡର ଦରରେ ପୁଣି ବୃଦ୍ଧି ଘଟିଛି । ନଭେମ୍ବର ୧ ଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିବା ...

Read more

ଜୀବନ ଓ ସ୍ୱାସ୍ଥ୍ୟବୀମା ପ୍ରିମିୟମରୁ ଜିଏସଟି ହଟିବ

ନୂଆଦିଲ୍ଲୀ,୨୦ା୧୦: ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ବ୍ୟବସ୍ଥାରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି। ତଦନୁଯାୟୀ ଜୀବନ ଓ ସ୍ୱାସ୍ଥ୍ୟବୀମାକୁ ଜିଏସଟି ପରିସରରୁ ବାଦ ଦିଆଯାଇପାରେ। ତାହାସହିତ ...

Read more

ଗ୍ରୀସ ମୁହାଁ ଭାରତୀୟ ନିବେଶକ

ନୂଆଦିଲ୍ଲୀ: ଭାରତୀୟ ନିବେଶକ ଏବେ ଗ୍ରୀସମୁହାଁ ହେବାରେ ଲାଗିଛନ୍ତି । ସେ ଦେଶର ଗୋଲଡେନ ଭିସା ଯୋଜନାରେ ନିବେଶକଙ୍କୁ ବହୁବିଧ ସୁବିଧା ସୁଯୋଗ ମିଳୁଥିବାରୁ ସେମାନେ ଗ୍ରୀସ ...

Read more

ରାଜ୍ୟସମୂହର ଆର୍ଥିକ ପ୍ରଦର୍ଶନରେ ତାରତମ୍ୟ ବଢୁଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ଯେଉଁଭଳି ଭାବରେ ଆର୍ଥିକ କ୍ଷେତ୍ରରେ ପ୍ରଦର୍ଶନ କରୁଛନ୍ତି ସେଥିରେ ବ୍ୟାପକ ତାରତମ୍ୟ ଦେଖିôବାକୁ ମିଳୁଛି । ଦକ୍ଷିଣ ଭାରତର ରାଜ୍ୟଗୁଡିକ ଭାରତର ...

Read more

ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ

ଗତ କିଛି ମାସ ହେବ ଭାରତୀୟ ପାଇକାରୀ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ କ୍ରମାଗତ ଦ୍ଵିତୀୟ ଥର ପାଇଁ ପାଇକାରୀ ମୁଦ୍ରାସ୍ଫୀତିର ହାର ହ୍ରାସ ପାଇଛି। ମଙ୍ଗଳବାର ...

Read more
  • Trending
  • Comments
  • Latest

Recent News

Welcome Back!

Login to your account below

Retrieve your password

Please enter your username or email address to reset your password.

Breaking