ନୂଆଦିଲ୍ଲୀ : ନ୍ୟାସନାଲ ପରୀକ୍ଷା ଏଜେନ୍ସି (ଏନ ଟି ଏ ) ଆୟୋଜନ କରୁଛି । ବର୍ତ୍ତମାନ ଆବେଦନ କରିବାର ଶେଷ ତାରିଖରେ ବୃଦ୍ଧି କରାଯାଇଛି । ଅଫିସିଆଲ୍ ପୋଷ୍ଟ ମାଧ୍ୟମରେ ଏନ ଟି ଏ ପକ୍ଷରୁ ସୂଚନା ଦେଇଛି । ଶିକ୍ଷକତାରେ କ୍ୟାରିୟର ଗଢ଼ିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । କୌଣସି କାରଣ ବଶତଃ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ ପୁଣି ଥରେ ଏନ ଟି ଏ ର ଅଫିସିଆଲ ୱେବସାଇଟ୍ ଆବେଦନ କରିପାରିବେ । ଅକ୍ଟୋବର ୨୨ସୁଦ୍ଧା ଆବେଦନ ଫର୍ମ ପୁରଣ କରିପାରିବେ । ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ନୋଟିଫିକେସନ୍ ଦେଖିପାରିବେ ।