ଭୁବେନଶ୍ୱର : ବାତ୍ୟା ସମୟେର ସମସ୍ତ ପୋଲିସ କମର୍ଚାରୀ ଖାସ୍ କରି ଦ୍ୱୈତନଗରୀ କଟକ ଭୁବେନଶ୍ୱରର ଖାକି କମର୍ଚାରୀମୋନ ନିଜ ନିଜର ଦାୟିତ୍ୱ ତ୍ୱରିତ ଭୋବ କରିବାକୁ ପୋଲିସ କମିଶନର ସେୁରଶ ଦେବଦତ୍ତ ସିଂ ବୁଧବାର ଭୁବେନଶ୍ୱର ରିଜର୍ଭ ଗ୍ରାଉଣ୍ଡେର ଅନୁଷ୍ଠିତ ଏକ ବୈଠକେର ଉପସ୍ଥିତି କମର୍ଚାରୀଙ୍କୁ କହିଛନ୍ତି। ଖାସ କରି ବାତ୍ୟା ପରବର୍ତ୍ତୀ ସମୟେର ରାସ୍ତା ଉପେର ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଲୋକମାନଙ୍କର ଯାତାୟତେର ବାଧା ଉପୁଜି ଥାଏ। ସେହିଭଳି େକେତକ ସ୍ଥାନେର ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଥିବା ଏବଂ େଇଲକ୍ଟ୍ରି ତାର ଛିଡ଼ି ଯାଇଥିବାରୁ ଏହା ଲୋକଙ୍କ ପାଇଁ ବିପଦ ଆଣିପୋର। ତେଣୁ ଏହି ସମୟେର ଲୋକମୋନ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କମିଶନର ଶ୍ରୀ ସିଂ ଉପସ୍ଥିତ ବିଭାଗୀୟ କମର୍ଚାରୀମାନଙ୍କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ସମୟେର ୨୪ ଘଣ୍ଟା ପୋଲିସ କମର୍ଚାରୀମୋନ ଆଲର୍ଟ ରହିବା ନିହାତି ଆବଶ୍ୟକ। ଲୋକଙ୍କ ସମସ୍ୟା ସଂକ୍ରାନ୍ତେର ଯଦି କିଛି ସୂଚନା ପାଉଛନ୍ତି େତେବ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ତାହାର ସମାଧାନ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବା ନିମେନ୍ତ କମିଶନର ପରାମର୍ଶ ଦେଇଛନ୍ତି। ବାତ୍ୟା ସମୟେର ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସମ୍ପୃକ୍ତ କମର୍ଚାରୀମୋନ ସେହି କାର୍ଯ୍ୟକୁ ସଠିକ୍ ଭୋବ ନିର୍ବାହ କରିବା ନିମେନ୍ତ କମିଶନର ଉପେଦଶ ଦେଇଛନ୍ତି। ବାତ୍ୟାର ପ୍ରାକ୍ ପ୍ରସ୍ତୁତି ଲାଗି ରିଜର୍ଭ ଗ୍ରାଉଣ୍ଡେର ଅସ୍ଥାୟୀ ଲାଇଟ, ତମ୍ଭୁ, ଗଛ କାଟିବା କଟର, ବୋଟ୍ ପ୍ରମୁଖ ସାମଗ୍ରୀର ଆବଶ୍ୟକତା ଓ ଏହାର ବ୍ୟବହାର ନେଇ ବିଭାଗୀୟ ଅଧିକାରୀଙ୍କ ସହ କମିଶନର ଅୋଲାଚନା କରିଥେôଲ। ଏହି ବୈଠକେର ଭୁବେନଶ୍ୱର ଡିସିପି ପିନାକ ମିଶ୍ରଙ୍କ ସେମତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମୋନ ଉପସ୍ଥିତ ଥେôଲ।