Tag: Pakistan

ଝୁଲି ରହିଛି ଚମ୍ପିଆନ୍ସ ଟ୍ରଫି ଭାଗ୍ୟ

ଇସଲାମାବାଦ,୧୧ା୧୨: ଭାରତୀୟ କ୍ରିକେଟ ଦଳକୁ ପାକିସ୍ତାନ ଗସ୍ତ ନିମନ୍ତେ ସରକାର ଅନୁମତି ପ୍ରଦାନ କରିନଥିବା ସମ୍ପର୍କରେ ବିସିସିଆଇ ପକ୍ଷରୁ ଆଇସିସିକୁ ଯେବେଠାରୁ କୁହାଯାଇଛି, ସେବେଠାରୁ ପାକିସ୍ତାନ ଦ୍ୱାରା ...

Read more

ଆତ୍ମସମ୍ମାନ ସହିତ ବୁଝାମଣା କରିବା ଅନୁଚିତ: ଶେହବାଜ

ଇସଲାମାବାଦ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ...

Read more

ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ

ଓମାନ: ପୁରୁଷ ଜୁନିୟର ହକି ଏସିଆ କପ୍-୨୦୨୪ ଫାଇନାଲ ମ୍ୟାଚରେ ବିଦେଶ ମାଟିରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ଦଳ। ପାକିସ୍ତାନକୁ ୫-୩ ଗୋଲରେ ହରାଇ ପଞ୍ଚମ ...

Read more

୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ

ଇସଲାମାବାଦ: ଭାରତୀୟଙ୍କୁ ଉଦାରତା ଦେଖାଇଲା ପାକିସ୍ତାନ। ଏକ ଭାରତୀୟ ମାଲବାହୀ (କାର୍ଗୋ) ଜାହାଜ ବୁଡ଼ିଯିବା ପରେ ଏଥିରେ ଥିବା ସମସ୍ତ ୧୨ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର ...

Read more

ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା, ମୃତ୍ୟୁ ସଂଖ୍ୟା ୧୩୦ ଟପିଲା

ଇସଲାମାବାଦ : ପାକିସ୍ତାନରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳର କୁରାମ ଜିଲାରେ ସୁନ୍ନି ଏବଂ ଶିଆ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସା ...

Read more

୧୯ ବର୍ଷରୁ କମ୍‌ ଏସିଆ କପ୍‌: ପାକିସ୍ତାନଠୁ ହାରିଲା ଭାରତ

ଦୁବାଇ: ଦୁବାଇରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୪୩ ରନ୍‌ରେ ପାକିସ୍ତାନ ପରାସ୍ତ କରିଛି। ଏହି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ...

Read more

ମୁଣ୍ଡ ନୁଆଁଇଲା ପାକିସ୍ତାନ!

ନୂଆଦିଲ୍ଲୀ,୩୦|୧୧: ଚମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ବଡ଼ ଖବର। ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ କରାଇବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ରାଜି ହୋଇଥିବା ଜଣାପଡିଛି। ଏ ନେଇ ଖୁବଶୀଘ୍ର ...

Read more

ବିକ୍ଷୋଭ ପାଇଁ ଦୈନିକ ୧୯୦ ବିଲିୟନ ଟଙ୍କାର କ୍ଷତି ସହୁଛି ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନରେ ରାଜନୈତିକ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଦୈନିକ ୧୯୦ ବିଲିୟନ ଟଙ୍କାର କ୍ଷତି ସହୁଛି ଦେଶ । ଏହି କ୍ଷତିକୁ ଏଡ଼ାଇବା ପାଇଁ ...

Read more

ଚାମ୍ପିୟନ୍ସ ଟ୍ରଫି: ମୁହଁ ଖୋଲିଲେ ସାହିଦ ଆଫ୍ରିଦୀ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ବିସିସିଆଇ ଓ ପିସିବି ମଧ୍ୟରେ ତିକ୍ତତା ଦେଖାଦେଇଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ...

Read more
Page 1 of 4 1 2 4
  • Trending
  • Comments
  • Latest

Recent News

Welcome Back!

Login to your account below

Retrieve your password

Please enter your username or email address to reset your password.

Breaking